ସ୍ୱାମୀହନ୍ତା ମୁସ୍କାନ ଏବେ ୮ ମାସର ଗର୍ବଭତୀ, ଜେଲରୁ ବାହାରିବା ପାଇଁ କରୁଛି ନବରାତ୍ରିରେ ଉପବାସ, ସୁନ୍ଦରକାଣ୍ଡ ପାଠ
ଉତ୍ତରପ୍ରଦେଶ: ଉତ୍ତର ପ୍ରଦେଶର ମେରଠରେ ଘଟିଥିବା କୁଖ୍ୟାତ ସୌରଭ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ମୁସ୍କାନ ଏବେ ପୁଣି ଏକ ନୂଆ କାରଣ ପାଇଁ ଖବରରେ ଅଛି।
ଏବେ ଯେହେତୁ ନବରାତ୍ରି ଚାଲିଛି ତେଣୁ ଜେଲରୁ ମୁକ୍ତି…

