ଅବମାନନା ମାମଲାରେ ପଳାତକ ବିଜୟ ମାଲ୍ୟାଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ଭରିବାକୁ ହେବ ଜରିମାନା
ନୂଆଦିଲ୍ଲୀ: ଅବମାନନା ମାମଲାରେ ବିଜୟ ମାଲ୍ୟାଙ୍କୁ ସଜା ଶୁଣାଇଛନ୍ତି ସୁପ୍ରିମକୋର୍ଟ । କୋର୍ଟ ମାଲ୍ୟାଙ୍କୁ ସଜା ସହ ଜୋରିମାନା ମଧ୍ୟ ଚାର୍ଜ କରିଛନ୍ତି । ସୋମବାର ସୁପ୍ରିମକୋର୍ଟ ମାଲ୍ୟାଙ୍କ ଉପରେ କୋର୍ଟ ଅବମାନନା…
