Asia Cup 2025; IND vs PAK: “ମ୍ୟାଚ ହେବାକୁ ଦିଅ ଆମେ ଅଟକାଇ ରୋକିପାରିବୁନି” ଶୁଣାଣି ପାଇଁ ସୁପ୍ରିମକୋର୍ଟ କଲେ ମନା
ନୂଆଦିଲ୍ଲୀ: ସେପ୍ଟେମ୍ବର ୧୪ରେ ହେବାକୁ ଥିବା ଭାରତ-ପାକିସ୍ତାନ ଟି-୨୦ ମ୍ୟାଚ୍ ବାତିଲ କରିବା ପାଇଁ ଦାୟର ଆବେଦନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। କୋର୍ଟ କହିଛନ୍ତି, 'ମ୍ୟାଚ୍ ହେବାକୁ ଦିଅ। ଆମେ…

