DUSSEHRA LOTTERY: ଛେଳି, ହ୍ୱିସ୍କି ସହ ଅଛି ବିୟର; ଟିକେଟ ମୁଲ୍ୟ ମାତ୍ର 150
ତେଲେଙ୍ଗାନା: ଦଶହରା ତେଲେଙ୍ଗାନାରେ ଏକ ସ୍ୱତନ୍ତ୍ର ପର୍ବ। ରାଜ୍ୟରେ ଏହି ପର୍ବ ମହା ଆଡମ୍ବରର ସହିତ ପାଳନ କରାଯାଏ। ବତୁକମ୍ମା ପର୍ବ ସହିତ ନଅ ଦିନ ଧରି ଗାଁଗୁଡ଼ିକ ଚଳଚଞ୍ଚଳ ହୋଇ ରହିଥାଏ। ତେଲେଙ୍ଗାନାର ଲୋକମାନେ…

