ଭଉଣୀର ବୁଢ଼ା ପ୍ରେମିକ ଭାଇକୁ ନଥିଲା ପସନ୍ଦ, ନିଶା ଦେଇ ପ୍ରେମିକକୁ ହତ୍ୟା, ବୟସ ପାର୍ଥକ ସଜାଇଦେଲା ହତ୍ୟାକାରୀ
ମୁମ୍ବାଇ: ଭଉଣୀର ପ୍ରେମ ଛଡ଼ାଇନେଲା ଭାଇ। ଅଧିକ ବୟସ ପ୍ରେମିକକୁ ଭଉଣୀ ଭଲ ପାଉଥିବାରୁ ଭାଇ କରିଦେଲା ହତ୍ୟା। ଖଣ୍ଡ ଖଣ୍ଡ କରି ହାଣିଦେଲା ଭାଇ। ମୁମ୍ବାଇର ମାଲାୱାନୀ ଅଞ୍ଚଳରେ ଘଟିଛି ଏହି ହତ୍ୟାକାଣ୍ଡ। ୨୧ ବର୍ଷୀୟ…

