Browsing Tag

suspicious

କଥା ହେବାକୁ ବିଲକୁ ଡାକିଲା, ତାପରେ ରାଗରେ ଦାଆରେ କାଟିଦେଲା ବେକ, ଅବୈଧ ସମ୍ପର୍କ ସନ୍ଦେହ ପାଇଁ ଗଡ଼ିଲା ମୁଣ୍ଡ

ଉତ୍ତରପ୍ରଦେଶ: ସନ୍ଦେହ ଛାରଖାର କରିଦେଲା ସବୁ କିଛି। ଏହି ସନ୍ଦେହ ଏତେ ମାରତ୍ମକ ହେଲା ଯେ ଗଡ଼ିଲା ମୁଣ୍ଡ। ଅକାଳରେ ହତ୍ୟାର ଶିକାର ହେଲା ପଡ଼ୋଶୀ। ୟୁପିର ଲଖିମପୁର ଖେରି ଜିଲ୍ଲାରେ ଘଟିଛି ଏହି ହତ୍ୟାକାଣ୍ଡ।…