୧୨୮ ବର୍ଷ ବୟସରେ ଆର ପାରିରେ ଯୋଗଗୁରୁ ପଦ୍ମଶ୍ରୀ ଶିବାନନ୍ଦ, ଭୂଇଁରେ ଶୋଇ ଜୀବନ କାଟିଦେଲେ
ନୂଆଦିଲ୍ଲୀ: ଆଉ ନାହାନ୍ତି ଯୋଗଗୁରୁ ଶିବାନନ୍ଦ । ବାରଣାସୀରେ ୧୨୮ ବର୍ଷ ବୟସରେ ଆଖି ବୁଜିଛନ୍ତି ଯୋଗ ଗୁରୁ ବାବା ଶିବାନନ୍ଦ । ଗତ ୩ ଦିନ ହେବ ସ୍ୱାସ୍ଥଗତ ସମସ୍ୟା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କର…

