ଖବର ପାଠ ପଢ଼ିବା ବୟସରେ, ୧୬ ବର୍ଷର ବାଳକ ବନିଗଲେ କୋଟିପତି Subhasmita Das May 4, 2025 ନୂଆଦିଲ୍ଲୀ: ବଡ଼ ହୋଇ ଦିନେ ସଫଳତାର ଶୀର୍ଷକୁ ଛୁଇଁବା ପ୍ରତ୍ୟେକ ବ୍ୟକ୍ତିଙ୍କ ସ୍ୱପ୍ନ ହୋଇଥାଏ। ସେଥିପାଇଁ ପ୍ରାୟ ଲୋକ ଛୋଟବେଳୁ ଅନେକ ପରିଶ୍ରମ କରିଥାନ୍ତି। ଏଥିପାଇଁ ଜଣେ ପୁରୁଷ ପିଲାଦିନରୁ କଠିନ ପରିଶ୍ରମ କରେ।…