ଇଣ୍ଡିଆ ସାମ୍ନାରେ ତିଷ୍ଠିଲାନି UAE, ଇତିହାସ ମନେରଖିବ ଏହି ମ୍ୟାଚ୍, କମାଲ କଲେ ୩ ଖେଳାଳି
ନୂଆଦିଲ୍ଲୀ: ଐତିହାସିକ ବିଜୟ। ଦମଦାର ପ୍ରଦର୍ଶନ। ଟିମ୍ ଇଣ୍ଡିଆର ଫିଲ୍ଡି, ବ୍ୟାଟିଂ ଦେଖି ଅକାବକା ୟୁଏଇ। ୪ ଓଭର ୩ ବଲରେ ବିଜୟ ଖାତା ଖୋଲିଛି ଭାରତ। ୟୁଏଇକୁ କରିଛି ଧରାସଇ।
ଭାରତୀୟ ଦଳ T20 ଏସିଆ କପ୍ 2025 ରେ…

