T20 ୱାର୍ଲ୍ଡ କପ୍ 2026 ପୂର୍ବରୁ ବଡ଼ ଝଟକା! ଷ୍ଟାର ଖେଳାଳି ପୁରା ଟୁର୍ଣ୍ଣାମେଣ୍ଟରୁ OUT, ସ୍କାର୍ଡରେ ବଡ଼ ପରିବର୍ତ୍ତନ
ନୂଆଦିଲ୍ଲୀ: T20 ୱର୍ଲ୍ଡ କପ୍ 2026 ଆରମ୍ଭ ହେବାକୁ ଆଉ କିଛି ଘଣ୍ଟା ମାତ୍ର ବାକି ଥିବା ବେଳେ ଅଷ୍ଟ୍ରେଲିଆ କ୍ରିକେଟ୍ ଦଳକୁ ବଡ଼ ଝଟକା ଲାଗିଛି। ଦଳର ଦିଗ୍ଗଜ ଦ୍ରୁତ ବୋଲର ଜୋଶ୍ ହେଜଲୱୁଡ୍ ଆହତ ହେତୁ ସମ୍ପୂର୍ଣ୍ଣ T20…
