ହତ୍ୟା ଅଭିଯୋଗରେ ଜେଲ୍ ରେ ଥାଇ ନିର୍ବାଚନ ଜିତିଗଲେ ଅନନ୍ତ, କ’ଣ ସେଠାରୁ ନେଇପାରିବେ ମନ୍ତ୍ରୀପଦର ଶପଥ?
ବିହାର: ବିହାରର ଶକ୍ତିଶାଳୀ ନେତା ଅନନ୍ତ ସିଂହ ମୋକାମା ଆସନରେ ସୂରଜ ଭାନ ସିଂହଙ୍କ ପତ୍ନୀ ବୀଣା ଦେବୀଙ୍କୁ ୨୮,୨୦୬ ଭୋଟରେ ପରାସ୍ତ କରିଛନ୍ତି।
ତାଙ୍କର ବିଜୟ ଏପରି ଏକ ସମୟରେ ଆସିଛି ଯେତେବେଳେ ସେ ଦୁଲାର ଚାନ୍ଦ…
