୧୭ଟି ଚୌକା, ୬ଟି ଛକା… ରଣଜୀ ଟ୍ରଫିରେ ବ୍ୟାକ୍ ଟୁ ବ୍ୟାକ୍ ଶତକ ମାରି ଇତିହାସ ରଚିଲେ ରିଙ୍କୁ ସିଂହ
ଓଡିଶାଭାସ୍କର: ରଣଜୀ ଟ୍ରଫି ଗ୍ରୁପ୍ ପର୍ଯ୍ୟାୟରେ ଉତ୍ତର ପ୍ରଦେଶ ପାଇଁ ଖେଳୁଥିବା ରିଙ୍କୁ ସିଂହ ତାଙ୍କର ଲଗାତାର ଦ୍ୱିତୀୟ ଶତକ ହାସଲ କରିଛନ୍ତି। ସେ ତାମିଲନାଡୁ ବିପକ୍ଷରେ ୧୭୬ ରନ କରିଥିଲେ, ଯେଉଁଥିରେ ୧୭ଟି ଚୌକା…
