ବାହାଘରରେ ତନ୍ଦୁରୀ ରୁଟି ହେଲା କାଳ, ସାମାନ୍ୟ ତନ୍ଦୁରୀ ରୁଟି ପାଇଁ ଚାଲିଗଲା ୨ ଜଣଙ୍କ ଜୀବନ
ଉତ୍ତରପ୍ରେଦେଶ: ସାମ୍ନାକୁ ଆସିଲା ଏକ ଆଶ୍ଚର୍ଯ୍ୟକର ଘଟଣା। ବିବାହ ଭୋଜିରେ ତନ୍ଦୁରୀ ରୁଟି ପାଇଁ ହତ୍ୟାକାଣ୍ଡ। ପ୍ରଥମେ ଯୁକ୍ତିତର୍କ ଏବଂ ମାରପିଟ୍। ଆଉ ଶେଷରେ ହତ୍ୟା। କୁହାଯାଉଛି ଏହି ଘଟଣାରେ ୨ ଜଣଙ୍କୁ ହତ୍ୟା…

