GST ହ୍ରାସ ପରେ ଉଛୁଳିଲା ସେୟାରେ ବଜାର, କାରବାର ଆରମ୍ଭରୁ ବଢ଼ିଲା, ୫୪୭ ପଏଣ୍ଟ ବଢ଼ିଲା ସେନସେକ୍ସ
ନୂଆଦିଲ୍ଲୀ: ଉଛୁଳିଲା ସେୟାର ବଜାର। ଜିଏସଟି ହ୍ରାସ ନିଷ୍ପତି ପରେ ଉଛୁଳିଲା ସେୟାରେ ବଜାର। କାରବାର ଆରମ୍ଭରୁ ସେୟାର ବଜାରରେ ବଡ଼ଧରଣର ବୃଦ୍ଧି। ବୁଧବାର ଦିନ ଘୋଷଣା କରାଯାଇଥିବା GST ହାର ହ୍ରାସ ଘରୋଇ ଷ୍ଟକ ବଜାର…

