Browsing Tag

teacher requitment

BEd ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର: ୩ ବର୍ଷରେ ନିଯୁକ୍ତ ହେବେ ୪୫ ହଜାର ରେଗୁଲାର ଶିକ୍ଷକ, ରାଜ୍ୟରେ ଅଭାବ ପଡ଼ିବେନି ସାର୍

ଭୁବନେଶ୍ୱର: ରାଜ୍ୟ ସ୍ତରୀୟ ଗୁରୁଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ଆଗାମୀ ୩ ବର୍ଷରେ ପ୍ରାୟ ୪୫ ହଜାର ଶିକ୍ଷକ ପଦବୀ ପୂରଣ କରିବେ ରାଜ୍ୟ ସରକାର । ଚୁକ୍ତି ଭିତ୍ତିକ ନୁହେଁ ବରଂ ରେଗୁଲାର ଭିତ୍ତିରେ…