Teacher’s Day 2025: କାହିଁକି ପାଳନ କରାଯାଏ ଗୁରୁ ଦିବସ? କଣ ରହିଛି ଏହାର ମହତ୍ତ୍ବ…
ଓଡ଼ିଶା ଭାସ୍କର: ଆଜି ଗୁରୁଦିବସ। ଗୁରୁଙ୍କୁ ପୂଜା କରି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାର ଆଜି ଏକ ପବିତ୍ର ଦିନ। ଗୁରୁ-ଶିଷ୍ୟ ପରମ୍ପରାର ଅପୂର୍ବ ନିଦର୍ଶନ ସ୍ବରୂପ ଏହି ଦିବସ ପାଳିତ ହୋଇଆସୁଛି।
ଭାରତର ଦ୍ୱିତୀୟ…

