Asia Cup 2025: ଫାଇନାଲରେ ଟିମ୍ ଇଣ୍ଡିଆ; ଚୀନକୁ ୭-୦ରେ କଲା ପରାସ୍ତ, ୯ମ ଥର ପାଇଁ ଟାଇଟଲ୍ ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ
ନୂଆଦିଲ୍ଲୀ: ଏସିଆ କପ 2025 ଫାଇନାଲରେ ଏଣ୍ଟ୍ରି ମାରିଲା ଟିମ ଇଣ୍ଡିଆ । ଭାରତୀୟ ହକି ଦଳ ରାଜଗିରରେ ଖେଳାଯାଉଥିବା ଏହି ଟୁର୍ଣ୍ଣାମେଣ୍ଟ୍ରେ ସୁପର-୪ ରାଉଣ୍ଡ୍ର ତୃତୀୟ ଏବଂ ଶେଷ ମ୍ୟାଚ୍ରେ ଚିନକୁ ୭-୦ରେ ପରାସ୍ତ…

