ଆପଣଙ୍କ Google ଆକାଉଣ୍ଟ ଆଉ କେହି ବ୍ୟବହାର କରୁଛନ୍ତି କି? ଏହି ଉପାୟରେ କରି ନିଅନ୍ତୁ ଯାଞ୍ଚ ନହେଲେ ଆକାଉଣ୍ଟ ହୋଇଯିବ ହ୍ୟାକ୍
ନୂଆଦିଲ୍ଲୀ: ଯଦି ଆପଣ କେବେ ଲକ୍ଷ୍ୟ କରିଛନ୍ତି, ଆପଣଙ୍କର Google ଆକାଉଣ୍ଟ ହେଉଛି Gmail, Drive, Photos, ଏବଂ YouTube ପରି ଅନେକ ଗୁରୁତ୍ୱପୂର୍ଣ୍ଣ ସେବାର ପ୍ରବେଶ ପଥ।
ଯଦି ଆପଣଙ୍କର ଆକାଉଣ୍ଟ ଏପରି ଏକ…
