Browsing Tag

teenager

ପ୍ଲେନ ଚକରେ ଓହଳି କାବୁଲରୁ ଦିଲ୍ଲୀ ଆସିଲା ୧୩ ବର୍ଷର ପୁଅ, ୯୪ ମିନିଟ ପର୍ଯ୍ୟନ୍ତ ରହିଥିଲା ଝୁଲି

ଓଡ଼ିଶାଭାସ୍କର: ୧୩ ବର୍ଷ ବାଳକର ଦୁଃସାହାସିକ କାର୍ଯ୍ୟ। ଆଫଗାନିସ୍ତାନର ଜଣେ ୧୩ ବର୍ଷୀୟ ବାଳକ ଏକ ବିପଜ୍ଜନକ ଏବଂ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିଥିଲା। ସେ କାବୁଲରୁ ଭାରତ ଯାଉଥିବା ଏକ ବିମାନର ପଛ ଚକରେ ଲାଖି କାବୁଲରୁ…