ଅସୁସ୍ଥ ଥିଲା ମାଁ, ଯତ୍ନ ନେବାକୁ କେହି ନଥିଲେ, ଶେଷରେ ମାଆକୁ ନଦୀରେ ଫିଙ୍ଗିଦେଲା କୁଳାଙ୍ଗାର ପୁଅ, ପୋଲିସକୁ କହିଲା ଛାତିଥରା କାହାଣୀ…
ତେଲେଙ୍ଗାନା: ବୟସ୍କା ମା’ ଶେଷ କାଳରେ ପୁଅଠାରୁ ଚାହିଁଥାଏ ଆଶ୍ରା । ସାରା ଜୀବନ ପୁଅ ଲାଗି ତ୍ୟାଗ କରିଥିବା ଜଣେ ମା ଚାହିଁଥାଏ ପୁଅର ମଙ୍ଗଳକାମନା । ମା-ପୁଅର ପବିତ୍ର ସମ୍ପର୍କ କାଳ କାଳ ଧରି ଚାଲିଆସିଛି । କିନ୍ତୁ…

