ଦିଲ୍ଲୀ ବ୍ଲାଷ୍ଟରେ NIAର ବଡ଼ ଆକ୍ସନ, ନିହତ ଆତଙ୍କବାଦୀ ଉମରର ସାଙ୍ଗ ଅମିର ରସିଦ ଗିରଫ, ଯାହା ନାଁରେ ଥିଲା i-20 କାର
ନୂଆଦିଲ୍ଲୀ: ଦିଲ୍ଲୀର ଲାଲକିଲ୍ଲା ସମ୍ମୁଖରେ ହୋଇଥିବା କାର ବୋମା ବିସ୍ଫୋରଣ ଘଟଣାରେ ଏକ ବଡ଼ ଖୁଲାସା ହୋଇଛି। ଜାତୀୟ ତଦନ୍ତ ସଂସ୍ଥା (NIA) ଉମରର ପ୍ରମୁଖ ସହଯୋଗୀ ଅମିର ରସିଦ ଅଲିକୁ ଦିଲ୍ଲୀରୁ ଗିରଫ କରିଛି।
NIAର…
