ଭାରତର ଏହି ସବୁ ରାଜ୍ୟରେ ମିଳେ ଟେଟ୍ରା ପ୍ୟାକ୍ ମଦ, ଜାଣନ୍ତୁ କାଚ ବୋତଲ ଠାରୁ ଏହା କେତେ ଶସ୍ତା
ନୂଆଦିଲ୍ଲୀ:ଜୁସ୍ ଭଳି ଦେଖାଯାଉଥିବା ଟେଟ୍ରା ପ୍ୟାକ୍ ରେ ମଦ ବିକ୍ରି ଉପରେ ସୁପ୍ରିମକୋର୍ଟ ଗମ୍ଭୀର ଚିନ୍ତା ପ୍ରକାଶ କରିଛନ୍ତି। କୋର୍ଟ କହିଛନ୍ତି ଯେ ଏପରି ପ୍ୟାକେଟ ପିଲାମାନେ ସହଜରେ ପାଇପାରିବେ ଏବଂ ସ୍କୁଲ ବ୍ୟାଗରେ…
