ଅଧାବାଟରେ ଖରାପ ହୋଇଗଲା ଆମ୍ବୁଲାନ୍ସ, ଛଟପଟ ହୋଇ ଚାଲିଗଲା ଯୁବକଙ୍କ ଜୀବନ
ବ୍ରହ୍ମପୁର: ଗଞ୍ଜାମ ଖଲ୍ଲିକୋଟ ଅଞ୍ଚଳରେ ଅଘଟଣ । ବାଟରେ ଆମ୍ବୁଲାନ୍ସ ଖରାପ ହୋଇଯିବାରୁ ଚାଲିଗଲା ଯୁବକଙ୍କ ଜୀବନ ।
ସୂଚନାମୁତାବକ, ରୋଗୀଙ୍କୁ ନେଇ ଯାଉଥିବା ବେଳେ ହଠାତ୍ ଘାଟିରେ ଖରାପ ହୋଇଗଲା 108 ଆମ୍ବୁଲାନ୍ସ ।…
