ରାଜ୍ୟ ସମୁଦ୍ରକୁ ଫେରୁଛନ୍ତି କୁନିକୁନି କଇଁଛ ଶାବକ, ମନ ମୋହୁଛି ଅପୂର୍ବ ଦୃଶ୍ୟ Abinash Kumar Dhal Apr 25, 2025 କେନ୍ଦ୍ରାପଡ଼ା,୨୫ା୪: ଚଳିତବର୍ଷ ୫ ତାରିଖରୁ ଆରମ୍ଭ ହୋଇଥିବା ସମୂହ ଅଣ୍ଡାଦାନ ପ୍ରକ୍ରିୟାରେ ୫ ଲକ୍ଷ ୩ ହଜାର ୭୧୯ କଇଁଛ ଅଣ୍ଡା ଦେଇଥିଲେ। ଗହୀରମଥାର ପେଣ୍ଠ ବେଳାଭୂମି, ଅଗରନାସୀ-୨,ସାତଭାୟାରେ ସମୂହ ଅଣ୍ଡାଦାନ…