ଜୀଅନ୍ତା ନାଗ ସାପକୁ ଚୋବାଇ ଗିଳିଦେଲା ମଦ୍ୟପ, ବଲାଙ୍ଗିରରେ ଅଭାବନୀୟ ଘଟଣା
ବଲାଙ୍ଗିର: ଆଜିକାଲି ମଦୁଆମାନଙ୍କ କାର୍ଯ୍ୟକଳାପ କହିଲେ ନ ସରେ। ମଦ ପିଇ ରାସ୍ତାଘାଟରେ ପଡୁଛନ୍ତି ତ କେତେକ ମଦ ପିଇ ଗାଡ଼ି ଚଳାଇ ଦୁର୍ଘଟନାର ଶିକାର ହେଉଛନ୍ତି। ବର୍ତ୍ତମାନ ଆଉ ଜଣେ ମଦ୍ୟପଙ୍କ ଖବର ସାମ୍ନାକୁ ଆସିଛି,…
