ହାର ମାନିଥିଲେ ଅନେକ ରାଜା, ମାତ୍ର ପର୍ତ୍ତୁଗୀଜଙ୍କୁ ଏକାକୀ ଚକମା ଦେଇଥିଲେ ଏହି ରାଣୀ..ଜାଣନ୍ତୁ ସେ କିଏ?
ଓଡିଶା ଭାସ୍କର: ଜଣେ ରାଣୀଙ୍କ ରଣନିତୀ ଆଗରେ ହାର ମାନିଥିଲେ ପର୍ତ୍ତୁଗୀଜ । ଯେଉଁଠି ଅନେକ ରାଜା ଦାସତ୍ୱ ସ୍ୱୀକାର କରିଥିଲେ, ସେହିଠାରେ ରାଣୀ ଏକୁଟିଆ ପର୍ତ୍ତୁଗୀଜଙ୍କ ଉପରେ ଭାରି ପଡ଼ିଥିଲେ ।
୧୫୧୦ ମସିହାରେ…

