OTTରେ ଏହି ଦିନ ରିଲିଜ ହେବ ସାଉଥ୍ ସୁପରଷ୍ଟାର ପ୍ରଭାସଙ୍କ ଫିଲ୍ମ “ଦ ରାଜା ସାବ୍”; ଜାଣନ୍ତୁ କେଉଁଥିରେ ଦେଖିବେ?
ଓଡିଶା ଭାସ୍କର: ସାଉଥ ଆକ୍ଟର ପ୍ରଭାସଙ୍କ ଚଳଚ୍ଚିତ୍ର "ଦ ରାଜା ସାବ୍" ଫେବୃୟାରୀ 9 ତାରିଖରେ ରିଲିଜ ହୋଇସାରିଛି। ବର୍ତ୍ତମାନ କିଛି ଦର୍ଶକ ଏହି ଚଳଚ୍ଚିତ୍ର କେବେ OTTରେ ରିଲିଜ ହେବ ବୋଲି ଅପେକ୍ଷା କରିଛନ୍ତି।…
