ଏହି ଦେଶର ଲୋକ ଖାଆନ୍ତି କୁକୁର ମାଂସ, ଜାଣନ୍ତୁ ଏହା ଶରୀର ପାଇଁ କେତେ କ୍ଷତିକାରକ
Dog Meet: ସାରା ବିଶ୍ୱରେ କୁକୁର ମାଂସ ଖାଇବା ଏକ ସମ୍ବେଦନଶୀଳ ଏବଂ ଅତ୍ୟନ୍ତ ବିବାଦୀୟ ବିଷୟ ହୋଇ ରହିଛି। ଏହାକୁ ଅନେକ ଦେଶରେ ନିଷିଦ୍ଧ ଏବଂ ସାମାଜିକ ଭାବରେ ଅପମାନଜନକ ବୋଲି ବିବେଚନା କରାଯାଏ । କିନ୍ତୁ ଏସିଆ ଏବଂ…
