60 ହଜାର ପେନସନ, 70 କୋଟିର ମାଲିକ; ମାତ୍ର 10 ମ୍ୟାଚ୍ରେ ଶେଷ ହୋଇଗଲା କ୍ୟାରିୟର, ଜାଣନ୍ତୁ କିଏ ସେ ଭାରତୀୟ ଖେଳାଳି ?
ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ଆକାଶ ଚୋପ୍ରା 19 ସେପ୍ଟେମ୍ବର 2025 ରେ ତାଙ୍କର 48 ତମ ଜନ୍ମଦିନ ପାଳନ କରୁଛନ୍ତି। ତାଙ୍କର ଜନ୍ମ 18 ସେପ୍ଟେମ୍ବର 1977 ରେ ଉତ୍ତର ପ୍ରଦେଶର ଆଗ୍ରାରେ ହୋଇଥିଲା। ଆକାଶ…

