Breaking News BREAKING: ସକାଳେ ଗୁଳୁଗୁଳି ଗରମ ସାଙ୍ଗକୁ ଅପରାହ୍ଣରେ ହେବ କାଳବୈଶାଖୀ Abinash Kumar Dhal Apr 28, 2025 ଭୁବନେଶ୍ୱର: ରାଜ୍ୟରେ ଅସମ୍ଭାଳ ହେଉଛି ତାତି। ତାତିରେ ବାହାରକୁ ବାହାରିବା ହେଉଛି କଷ୍ଟକର। ତାତି ସାଙ୍ଗକୁ ଆହୁରି ୫ ଦିନ ହେବ କାଳବୈଶାଖୀ ବର୍ଷା। ସକାଳେ ଖରା ସହ ଗରମ, ଗୁଳୁଗୁଳି ସହ ଅପରାହ୍ଣରେ ହେବ କାଳବୈଶାଖୀ।…