‘ଅଯୋଧ୍ୟା’ରୁ ‘ଟାଇମ ସ୍କୋୟାର’ ଯାଏ, ସବୁଠି ଶୁଭିବ ‘ରାମ’ ନାମ: ରାମଲଲାଙ୍କ ପ୍ରାଣପ୍ରତିଷ୍ଠାର ହେବ…
ନୂଆଦିଲ୍ଲୀ: ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ଭବ୍ୟ ରାମମନ୍ଦିର ପ୍ରତିଷ୍ଠା ହେବାକୁ ଯାଉଛି । ତେବେ ଏଥିପାଇଁ ସରକାରଙ୍କ ସମେତ ସାରା ବିଶ୍ୱ ମଧ୍ୟ ଜୋରସୋରରେ ପ୍ରସ୍ତୁତିରେ ଲାଗିପଡ଼ିଛି । ତେବେ ଯେଉଁମାନେ ରାମଲଲାଙ୍କ…
