8th Pay Commission ଲାଗୁ ପରେ ମୂଳ ଦରମା ବଢ଼ିବ ତିନି ଗୁଣ, ଜାଣନ୍ତୁ କେବେ ଆସିବ ଖୁସି ଖବର
ଓଡ଼ିଶାଭାସ୍କର: ଲୋକମାନେ ୮ମ ବେତନ କମିଶନକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ସରକାର କହିଛନ୍ତି ଯେ ଏ ସମ୍ପର୍କରେ ଏକ ବିଜ୍ଞପ୍ତି ଖୁବ୍ ଶୀଘ୍ର ଜାରି କରାଯିବ, ଏବଂ କାମ ଚାଲିଛି। ଏହା ପୂର୍ବରୁ, ଲୋକମାନେ…

