FINAL Live Streaming: ଭାରତ-ପାକିସ୍ତାନ ଟାଇଟଲ୍ ମୁକାବିଲା, କେବେ, କେଉଁଠି ଏବଂ କିପରି ଦେଖିବେ ଲାଇଭ୍ ମ୍ୟାଚ୍, ଜାଣନ୍ତୁ…
ଓଡିଶାଭାସ୍କର: ୨୦୨୫ ଏସିଆ କପ୍ ଫାଇନାଲରେ ଭାରତ ଏବଂ ପାକିସ୍ତାନ ଦଳ ପରସ୍ପରକୁ ମୁହାଁମୁହିଁ ହେବେ। ଟୁର୍ଣ୍ଣାମେଣ୍ଟର ୪୧ ବର୍ଷର ଇତିହାସରେ ଏହା ପ୍ରଥମ ଥର ଯେ ଭାରତ ଏବଂ ପାକିସ୍ତାନ ଫାଇନାଲରେ ମୁହାଁମୁହିଁ ହେବେ,…

