Weird Jobs: ଦୁନିଆର ସବୁଠାରୁ ମଜାଦାର ଚାକିରି: ଏଠି ବୁଲା-ବୁଲି, ମଦ ପିଇବାକୁ ମିଳେ ପଇସା, ମାସକୁ ଦରମା ଶୁଣିଲେ ଉଡ଼ିଯିବ ହୋସ୍
ନୂଆଦିଲ୍ଲୀ: ଆମ ସମସ୍ତଙ୍କ ପାଇଁ, ଏକ ଚାକିରି ଅର୍ଥ ହେଉଛି ଅଫିସ ଯିବା, ଲାପଟପ୍ ବ୍ୟବହାର କରିବା ଏବଂ ଇମେଲ୍ କରିବା । କିନ୍ତୁ କିଛି ଚାକିରି ଏପରି ଅଛି ଯାହା କେବଳ ମଜାଦାର ନୁହେଁ ବରଂ ମୋଟା ଅଙ୍କର ଦରମା ମଧ୍ୟ…
