କେଉଁଠି ରହିଛି ଭାରତର ସର୍ବୋଚ୍ଚ ରେଳ ଷ୍ଟେସନ ? ଯେଉଁଥିରେ ଯାତ୍ରା କଲା ବେଳେ ଦେଖାଯାଏ ହିମାଳୟ ପର୍ବତ….
ଓଡିଶା ଭାସ୍କର: ବିଶ୍ବରେ ଏମିତି କିଛି ରେଳ ଷ୍ଟେସନ ଅଛି ଯାହାକି କୌଣସି ପିକ ନିକ ସ୍ପଟ ଠାରୁ କମ ନୁହେଁ। ଆଉ ଆପଣ ଜାଣନ୍ତି କି ବିଶ୍ବରେ ଥିବା 7 ଟି ସୁଉଚ୍ଚ ଷ୍ଟେସନ ଭିତରେ ଭାରତର ଏକ ଷ୍ଟେସନର ନାମ ମଧ୍ୟ ରହିଛି।…
