କଳିଙ୍ଗା ଘାଟିରେ ଭୟଙ୍କର ଭୂସ୍ଖଳନ, ପାହାଡ଼ ଉପରୁ ଧସିଲା ପଥର–ମାଟି, ଯାତାୟତ ସମ୍ପୂର୍ଣ୍ଣ ଠପ୍
ବାଲିଗୁଡ଼ା: ଲଗାଣ ବର୍ଷା ପରେ କଳିଙ୍ଗା ଘାଟିରେ ଭୟଙ୍କର ଭୂସ୍ଖଳନ । ପାହାଡ଼ ଉପରୁ ଧଲିସା ପଥର ଖସଲା ମାଟି । ପଥର ଓ ମାଟି ଅତଡ଼ା ପଡ଼ିବାରୁ କଳିଙ୍ଗା ଘାଟି ସମ୍ପୁର୍ଣ୍ଣ ବନ୍ଦ । କନ୍ଧମାଳରୁ ଗଞ୍ଜାମକୁ ଯୋଗାଯୋଗ…

