ଚଳିତ ଫେବୃଆରୀ ମାସରେ ଏକାଠି ଦୃଶ୍ୟମାନ ହେବେ ୬ ଟି ଗ୍ରହ! ସୂର୍ଯ୍ୟାସ୍ତ ପରେ ଦେଖାଯିବ ଏହି ସ୍ୱର୍ଗୀୟ ଦୃଶ୍ୟ
ଓଡିଶାଭାସ୍କର: ଫେବୃଆରୀ ମାସ ହେଉଛି ଜ୍ୟୋତିର୍ବିଜ୍ଞାନ ପ୍ରେମୀଙ୍କ ପାଇଁ ଆକାଶକୁ ଚାହିଁ ରହିବାର ସୁବର୍ଣ୍ଣ ସୁଯୋଗ, କାରଣ ଏହି ମାସରେ ଗୋଟିଏ କି ଦୁଇଟି ନୁହେଁ ବରଂ ଛଅଟି ଗ୍ରହ ଏକ ସରଳରେଖାରେ ଦେଖାଯିବେ, ଯାହାକୁ…
