ବହୁମତ ହାସିଲ କରି ପ୍ରଧାନମନ୍ତ୍ରୀ ସାଜିଲେ ତାକାଇଚି; ଏବେ ଜାପାନ ଓ ଆମେରିକା ଏକାଠି ହୋଇ ଚୀନକୁ ଦେଖାଇବେ ପାୱାର?
ଓଡିଶା ଭାସ୍କର: ଜାପାନରେ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ହେଲେ ସାନାଏ ତାକାଇଚି। ବିପୁଳ ଭୋଚରେ ସେ ଜୟଯୁକ୍ତ ହେବା ପରେ ଆମେରିକା ରାଷ୍ଟ୍ରପତି ତାଙ୍କୁ ଶୁଭେଚ୍ଚା ଜଣାଇଥିଲେ। ଏପରିକି ଅନ୍ଯନ୍ଯ ରାଷ୍ଟ୍ର ମଧ୍ୟ…
