Trump Tariff on World: “ଆମେରିକା ଆର୍ଥିକ ସ୍ତରରେ ଧ୍ବଂସ ହୋଇଯିବ”- ଟ୍ରମ୍ପ କହିଦେଲେ ଏହି ବଡ଼ କଥା
ୱାଶିଂଟନ: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକାକୁ ଆର୍ଥିକ ସ୍ତରରେ ଧ୍ୱଂସ ହେବାର ଆଶଙ୍କା ପ୍ରକାଶ କରିଛନ୍ତି। ଟ୍ରମ୍ପ ଆମେରିକାର ସର୍ବୋଚ୍ଚ ନ୍ୟାୟାଳୟ ଅର୍ଥାତ୍ ସୁପ୍ରିମକୋର୍ଟରେ ଏହା କହିଛନ୍ତି। ଆପଣଙ୍କୁ ଜଣାଇ…

