ଫିଲ୍ମରୁ ରାଜନୀତି କ୍ଯାରିଅର ବିଷୟରେ ହିଣ୍ଟ ଦେଇଥିଲେ ବିଜୟ! ଦଳୀୟ ଚିହ୍ନ ଭାବେ ‘ହ୍ବିସଲ୍’କୁ ବାଛିଲେ…
ଓଡିଶା ଭାସ୍କର: ନିର୍ବାଚନ କମିଶନ ଆଜି ଅଭିନେତା ବିଜୟଙ୍କ ଦଳ ତାମିଲଗା ଭେଟ୍ଟ୍ରି କାଝାଗମ (ଟିଭିକେ)କୁ "ହ୍ୱିସଲ୍" ଚିହ୍ନ ପ୍ରଦାନ କରିଛନ୍ତି। ଆଗାମୀ ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ କମିଶନ ହ୍ୱିସଲ୍ ଚିହ୍ନକୁ…
