ପାକିସ୍ତାନ ଉପରେ ଭାରତର ବିଜୟ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତିକ୍ରିୟା କହିଲେ କ୍ରୀଡା କ୍ଷେତ୍ରରେ ଅପରେସନ ସିନ୍ଦୁର
ନୂଆଦିଲ୍ଲୀ: ଯୁଦ୍ଧକ୍ଷେତ୍ର ପରେ, ଏବେ କ୍ରିକେଟ୍ ରେ ଭାରତ ପାକିସ୍ତାନକୁ ହରେଇଲା । ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନକୁ ତିନିଥର ପରାସ୍ତ କରିଥିଲା, ଯେଉଁଥିରେ ଟାଇଟଲ୍ ମ୍ୟାଚ୍ ମଧ୍ୟ ସାମିଲ ଥିଲା। ପ୍ରଧାନମନ୍ତ୍ରୀ…

