୨୦୪୭ ସୁଦ୍ଧା ଭାରତ ହେବ ଇସଲାମିକ୍ ରାଷ୍ଟ୍ର! ବିରାଟ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ୍ କଲା ପୋଲିସ୍
ପାଟନା: ବିହାର ପୋଲିସ ପାଟନା ଜିଲ୍ଲାରୁ ଦୁଇ ଆତଙ୍କବାଦୀଙ୍କୁ ଗିରଫ କରିଛି । ଉଭୟ ଆତଙ୍କବାଦୀ ଦେଶ ବିରୋଧୀ ଗତିବିଧିରେ ସାମିଲ ଥିଲେ ଏବଂ ଏକ ସମୁଦାୟ ବିଶେଷ ଲୋକଙ୍କୁ ଆତଙ୍କୀ ପ୍ରଶିକ୍ଷଣ ଦେଉଥିଲେ । ସେମାନଙ୍କ ପାଖରୁ…
