IND vs PAK: ଭାରତ-ପାକିସ୍ତାନ ଭିତରେ ହେବନି ଟକ୍କର; ICC ନେଲା ବଡ଼ ନିଷ୍ପତ୍ତି, U-19 World Cupର ସେଡ୍ୟୁଲ ଜାରି
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଆସନ୍ତା ବର୍ଷ ହେବାକୁ ଥିବା ଅଣ୍ଡର-୧୯ ପୁରୁଷ ବିଶ୍ୱକପ୍ ୨୦୨୬ ସମ୍ପର୍କରେ ଏକ ବଡ଼ ଏବଂ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେଇଛି। ଜାନୁଆରୀ ଏବଂ ଫେବୃଆରୀରେ ହେବାକୁ ଥିବା…
