ଖବର ଟ୍ୟାକ୍ସି ନୁହେଁ ଏହା ୧ ବିଏଚକେ ଫ୍ଲାଟ, ଏଥିରୁ ଲୋକଙ୍କୁ ମିଳୁଛି ଅନେକ ଫାଇଦା Abinash Kumar Dhal Apr 28, 2025 ନୂଆଦିଲ୍ଲୀ: ଆପଣମାନେ ସମସ୍ତେ ପ୍ରତିଦିନ କ୍ୟାବରେ ଯାତ୍ରା କରୁଥିବେ। କିନ୍ତୁ ଭାବନ୍ତୁ, ଗୋଟିଏ ଦିନ ଆପଣ ଏକ ଉବର କ୍ୟାବରେ ବସିଛନ୍ତି ଏବଂ ଆପଣଙ୍କୁ ଲାଗୁଛି ଯେ ଆପଣ ଏକ ଛୋଟ, ଆରାମଦାୟକ ୧ ବିଏଚକେ ଫ୍ଲାଟରେ…