UGC Equity Regulations କ’ଣ? ସମାନତାର କଥା କହୁଥିବା ଏହି ନୂତନ ନିୟମକୁ ନେଇ କାହିଁକି ଆରମ୍ଭ ହେଲାଣି ବିବାଦ? ଜାଣନ୍ତୁ …
ନୂଆଦିଲ୍ଲୀ: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC) ୨୦୨୬ରେ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ପାଇଁ ସମାନତା ସମ୍ବନ୍ଧୀୟ ନୂତନ ନିୟମ ଲାଗୁ କରିଛି। ଏହି ନୂତନ ନିୟମ ଦାବି କରେ ଯେ କୌଣସି ଛାତ୍ରଛାତ୍ରୀ, ଶିକ୍ଷକ କିମ୍ବା…
