ଆମେରିକା କଥା ମାନିଲେନି ଜେଲେନସ୍କି, ଟ୍ରମ୍ପଙ୍କୁ ଦେଲେ ବଡ଼ ଝଟକା, ପ୍ରତ୍ୟାଖ୍ୟାନ କଲେ ୟୁକ୍ରେନ-ରୁଷ ଶାନ୍ତି ଯୋଜନା
ନୂଆଦିଲ୍ଲୀ: ଭୋଲୋଡିମିର ଜେଲେନସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି। ଶନିବାର (ନଭେମ୍ବର ୨୨) ଦିନ ୟୁକ୍ରେନୀୟ ରାଷ୍ଟ୍ରପତି ଟ୍ରମ୍ପଙ୍କ ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି…
