ପାକିସ୍ତାନର ଭାରତ ବିରୋଧୀ ଯୋଜନା ଜାତିସଂଘରେ ବିଫଳ, ବୈଠକରୁ ମିଳିଲା ନାହିଁ କୌଣସି ଫଳାଫଳ
ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ମଧ୍ୟରେ, ପାକିସ୍ତାନର ଅନୁରୋଧରେ ଆହୂତ ଜାତିସଂଘ ସୁରକ୍ଷା ପରିଷଦର ବନ୍ଦ ଦ୍ୱାର ବୈଠକ କୌଣସି ବିବୃତି, ପ୍ରସ୍ତାବ କିମ୍ବା ଆନୁଷ୍ଠାନିକ ଫଳାଫଳ…

