U-19 ବିଶ୍ୱକପ୍ ରେ ଆଜି ଫାଇନାଲ ଟକ୍କର; ବୈଭବଙ୍କ ବ୍ୟାଟ ଆଜିବି କରିବ କମାଲ? ଜାଣନ୍ତୁ କେଉଁଠି ଦେଖିବେ Live
ନୂଆଦିଲ୍ଲୀ: ୨୦୨୬ ଅଣ୍ଡର-୧୯ କ୍ରିକେଟ୍ ବିଶ୍ୱକପ୍ ଶେଷ ପର୍ଯ୍ୟାୟରେ ପହଞ୍ଚିଛି, ଏବଂ ଆଜି ନୂତନ ଚାମ୍ପିଅନ୍ ନିର୍ଣ୍ଣୟ ପାଇଁ ଫାଇନାଲ୍ ଫାଇଟ ହେବ। ଭାରତ ଏବଂ ଇଂଲଣ୍ଡର ଯୁବ ଦଳ ହରାରେର ଐତିହାସିକ ସ୍ପୋର୍ଟ୍ସ କ୍ଲବରେ…
