ୟୁପି କଲେଜ ଛାତ୍ରୀର ବଳତ୍କାର ହୋଇ ମୃତ୍ୟୁ ଘଟିଛି, ଆରୋପି କହୁଛି ଏନର୍ଜି ପିଲ ଖାଇ ଏମିତି ହୋଇଛି
ଉତ୍ତରପ୍ରଦେଶ: ଜଣେ ୨୫ବର୍ଷିୟ ଯୁବଙ୍କୁ ଜଣେ କଲେଜ ଛାତ୍ରୀଙ୍କୁ ବଳତ୍କାର ଅଭିଯୋଗରେ ଗିରଫ କରାଯାଇଛି । କଲେଜ ଛାତ୍ରୀଙ୍କ ଗୁପ୍ତାଙ୍ଗରୁ ବହୁ ପରିମାଣରେ ରକ୍ତଶ୍ରାବ ହେବା କାରଣରୁ ଝିଅଟିର ମୃତ୍ୟୁ ଘଟିଛି । ପୋଲିସ…