ପାକିସ୍ତାନ ଭକୁଆ, ଟ୍ରମ୍ପଙ୍କ ସହ ୯୩ ମିଲିୟନ ଡଲାରର ବଡ଼ ଡିଲ୍ କରିଦେଲେ ମୋଦି, ମିଳିବ ଏହି ଖତରନାକ୍ ଅସ୍ତ୍ର!
ନୂଆଦିଲ୍ଲୀ: ଆମେରିକା ଭାରତ ପାଇଁ ୯୩ ନିୟୁତ ଡଲାରର ସାମରିକ ପ୍ୟାକେଜକୁ ଅନୁମୋଦନ କରିଛି, ଯାହା ଦ୍ୱାରା ଭାରତ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ୍ ମିସାଇଲ୍ ଏବଂ ଏକ୍ସକାଲିବର ପ୍ରିସିସନ୍-ଗାଇଡେଡ୍ ଆର୍ଟିଲାରୀ ରାଉଣ୍ଡର ଏକ…
